12 ଜାନୁଆରୀରେ ଭାରତରେ ଜାତୀୟ ଯୁବ ଦିବସ ପାଳନ କରାଯାଏ | ଏହି ଦିନ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ!!!
ସମସ୍ତ ମୋର ନମସ୍କାର୍:-............
ସ୍ଵମୀଙ୍କ ପ୍ରେରଣା ଦାୟ କ ବାର୍ଥl"
उठो… जागो… और तब तक मत रूको!
ଲକ୍ଷ ଲକ୍ଷ ଯୁବକଙ୍କୁ ପ୍ରେରଣ ଦେଇଥାଏ l ବିବେକାନନ୍ଦଙ୍କ ନାମ ଶୁଣିଲେ ତେଜସ୍ଵୀ ସନ୍ୟାସୀ ମନରେ ଭାବମୟ ହୁହେ ଜିଏ, ଜ୍ଞାନର ଭଣ୍ଡାର ଥିଲେ!!
ସ୍ଵlମୀ ବିବେକାନନ୍ଦ ଭାବମୟ ଏବ୍ଂ ଦର୍ଶନ ବିଶ୍ଵ ବନ୍ଧୁତ୍ୱ ଭାବରେ ମନେକରୁଥିଲା l ସେଥିଲେ ସମାଜର ଛାୟା ଥିଲେ ଯାହା ବଡ଼ ବଡ଼ ସତ୍ୟ କୁ ଅନୁସରଣ - ବିବେକାନନ୍ଦ ସତ୍ୟ ହିଁ ଭାଗବାନ ମନୁଥିଲେ! ସତ୍ୟ ଗୋଟିଏ କିନ୍ତୁ ସତ୍ୟ ପକାରେ ପହଞ୍ଚିବା ର ଅଲଗା ଅଲଗା ରାସ୍ତା ଅଛି! ଭାରତ ବୈଦିକ ପରମ୍ପରା ବିଶ୍ଵ ଆଗରେ ରଖି ଥିଲେ, ଏବଂ ସମସ୍ତ ଙ୍କ ଧର୍ମ ଭାଇ ଛାର ଅଟେ ବଳି ଭାବୁଥିଲେ l ଭାରତୀୟ ମାଟି କୁ ମା ବଳି ଭାବୁଥିଲି ମାନବ ସେବାରେ ହିଁ ଈଶ୍ବର ସେବକ ମନୁଥିଲେ l ମାନବ ଧର୍ମ ଉପରେ ବିଶ୍ୱାସ କରୁଥିଲେ l 12 ଜାନୁଆରୀ ମହାନ ଦାର୍ଶନିକ ଲକ୍ଷ ଲକ୍ଷ ଯୁବକଙ୍କୁ ପ୍ରେରଣ ଦାୟକ ସ୍ଵମୀ ବିବେକନନ୍ଦଙ୍କ ଜୟନ୍ତୀ ଅଟେl ଆମେ ତାଙ୍କୁ ମାନେ ପକାଇବା l