ବାଇଶି ପ୍ରକାର ଗ୍ରୁପ୍ (B) ଏବ୍ଂ ସାତ ପ୍ରକାରର ଗ୍ରୁପ୍ (C ) ପଦବୀ ଖାଲି
ପରୀକ୍ଷା ପାଇଁ ପଞ୍ଜୀକରଣ ଏବଂ ଦେୟ ତାରିଖ 23.12.2021 ଠାରୁ 23.1.2022 ପର୍ଯ୍ୟନ୍ତ ଅଛି.! ଓବିସି, ଏବ୍ଂ ସାଧାରଣ ଲକ କୁ ଦେୟ 100 ଦେବାକୁ ପଡିବ !
ୟସ ଶ୍ରେଣୀ 21 ଠାରୁ 3O ବର୍ଷ ମଧ୍ଯ ରେ ପଞ୍ଜିକରଣ କରିପାରିବେ! ଓବିସି କୁ ପାଞ୍ଚ ବର୍ଷ କହଳ ଅଛି
ଯୋଗ୍ୟତା: - ଯେକୌଣସି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ଆବଶ୍ୟକ ଏବଂ କମ୍ପ୍ୟୁଟର ପ୍ରୟୋଗରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ |
ପାଞ୍ଜିକରଣ ପାଇଁ ଏହି ଲିଙ୍କକୁ କ୍ଲିକ କରନ୍ତୁ
Exams pattern
ପ୍ରଥମ ଦୁଇଟି ଅନଲାଇନ୍ ଥିବାବେଳେ ପରବର୍ତ୍ତୀ ଦୁଇଟି ଅଫଲାଇନ୍ ପରୀକ୍ଷା ଅଟେ | ପଞ୍ଜୀକରଣ ଏବଂ ଯୋଗାଯୋଗର ସମ୍ପୂର୍ଣ୍ଣ ପ୍ରକ୍ରିୟା SSC ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ହୋଇଥାଏ |
ପାଞ୍ଜିକରଣ ପାଇଁ ଏହି ଲିଙ୍କକୁ କ୍ଲିକ କରନ୍ତୁ https://ssc.nic.in/