2841 ବିଭିନ୍ନ ପୋଷ୍ଟ ପାଇଁ OSSSC ଗ୍ରୁପ୍ C ଫଳାଫଳ 2022 ଆଉଟ୍ |

OSSSC ଗ୍ରୁପ୍ C ରେଜଲ୍ଟ 2022 ଆଉଟ୍, ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର, ଅମିନ, ଫରେଷ୍ଟ ଗାର୍ଡ ଏବଂ ଏକ୍ସାଇଜ୍ କନଷ୍ଟେବଳ ପଦବୀ ପାଇଁ ଓଡିଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) 2841 ପଦବୀ ପାଇଁ ଲିଖିତ ପରୀକ୍ଷାର ଫଳାଫଳ  ପ୍ରକାଶ ପାଇଛି | OSSSC ଗ୍ରୁପ୍ C ରେଜଲ୍ଟ 2022 ଏହାର ଅଫିସିଆଲ୍ ବେବସାଇଟ ରେ ନିଜେ ଜାଣି ପାରବେ ଯଥା :-osssc.gov.in ରେ 18 ମଇ 2022 ରେ ପ୍ରକାଶ ପାଇଛି |  

 ଖାଲି ଥିବା ପଦବୀ ଫରେଷ୍ଟ ଗାର୍ଡ, ଅମିନ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଲିଖିତ ପରୀକ୍ଷା କରାଯାଇଥିଲା, ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି |  ପ୍ରାର୍ଥୀମାନେ ନିଜନିଜ ର ନାମ ଜାଣି ପାରିବେ l

  ଆମ ସହିତ ଯୋଗାଯୋଗ କରିବା ପାଇଁ ଆମ ଟେଲିଗ୍ରାମ ରେ ଯୋଡ଼ି ରୁହନ୍ତୁ :   ସର୍ଟଲିଷ୍ଟ ପ୍ରାର୍ଥୀଙ୍କ pdf,  ମିଳିବ