ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ 'ରାଜ୍ଯର ସରକାରୀ ଓ ବେସରକାରୀ ଆଇ.ଟି.ଆଇ. କଲେଜ ମାନଙ୍କରେ 2022 - 2023 ଶିକ୍ଷା ବର୍ଷ ପାଇଁ ନାମ ଲେଖାର ବିଜ୍ଞାପନ ପ୍ରକାଶ ପାଇଛି!!!!

 ଆଇ.ଟି.ଆଇ. ତାଲିମ ଶିକ୍ଷା ପାଇଁ  ଇଚ୍ଛୁକ ଛାତ୍ରଛାତ୍ରୀ ମାନଙ୍କୁ ସୁଚାଇଦଆି ଯାଉ ଅଛି ଯେ :-୨୦୨୨-୨୩ ଶିକ୍ଷା ! 
ସରକାରୀ ଓ ବେସରକାରୀ ଆଇ.ଟି.ଆଇ. ମାନଙ୍କୄର SAMS ଜରିଆୄ. କେନ୍ଦ୍ରୀୟରେ ର ଅନଲାଇନ୍ ପଦ୍ଧତିରେ ନାମ ଲେଖାଯିବ ଓ ଏଥିପାଇଁ ଅନଲାଇନ ମାଧ୍ୟମରେ ଆବେଦନ ପତ୍ର 23-6-2022 ତାରିଖ ଠାରୁ ଗ୍ରହଣ କରାଯିବ l
ଆବେଦନ ପ୍ରଣାଳୀ ଫର୍ମ 2022 ପାଇଁ ଡକ୍ୟୁମେଣ୍ଟଗୁଡିକ ଆବଶ୍ୟକ :-
(1) ଆୄବଦନକାରୀ ୧୪ ବର୍ଷ ବୟସର କମ୍ ହେଇନଥିବ  କିନ୍ତୁ ସର୍ବାଧିକ ବୟସ ସୀମା କିଛି ନାହିଁ । ତାରିଖ ସୁଦ୍ଧା 01-08-2022 
(2) ବିଭିନ୍ନ ଇଞ୍ଜିନିୟରିିଂ ଏବିଂ ଅଣ ଇଞ୍ଜିନିୟରିିଂ ଟ୍ରେଡ ପାଇଁ ସର୍ବନିମ୍ନ ଶିକ୍ଷାଗାତ ଯଗ୍ଯତା (୧୦ମ ଶ୍ରେଣୀ / ଅଷ୍ଟମ ଶ୍ରେଣୀ) 
 (3) ଯୋଗ୍ୟତା ପ୍ରମାଣପତ୍ରକୁ  | ସମ୍ପ୍ରତି ସାଇଜ୍ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ 
(4) ଜାତି ପ୍ରମାଣ ପତ୍ର l
(5) ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର l
(6) PWD ପରିଚୟ ପତ୍ର ଆବଶ୍ୟକ l
 ଆବେଦନ କରିବା ତାରିଖ :-23-6,-2022 
ଶେଷ ତାରିଖ :-12-7-,2022
 ପାଞ୍ଜିକରଣ ପାଇଁ  ଏହି ଲିଙ୍କକୁ କ୍ଲିକରନ୍ତୁ :-www.samsodisha.gov.in  ବା www.dtetodisha.gov.in 
ଆମ ସହିତ ଯୋଗାଯୋଗ କରିବା ପାଇଁ ଆମ ଟେଲିଗ୍ରାମ ରେ ଯୋଡ଼ି ରୁହନ୍ତୁ : Note's ଏବ୍ଂ ପୂର୍ବ ବର୍ଷର ପେପର ମିଳିବ 

ଅଧିକ ବିବରଣୀ ନିମିତ୍ତ , ପ୍ରାଥେୀ ସହାୟତା   ଟୋଲ ଫ୍ରି ନମ୍ବର ରେ କୋଳ କରାନ୍ତୁ - Helpline-୧୫୫୩୩୫ କିମ୍ବା ୧୮୦୦୩୪୫-୬୭୭୦  ନିକଟସ୍ଥ ସରକାରୀ ଆଇ.ଟି.ଆଇ.ରେ ଜାରି କର