ଆପଣଙ୍କ ନିଜର ଦକ୍ଷତା ବିକାଶ ଓ ବୃଦ୍ଧି ପାଇଁ ସୁବର୍ଣ୍ଣର ସୁଯୋଗ, Gandhi Fellowship ରେ ଦୁଇ ବର୍ଷ ର ଆବାସିକ କାର୍ଯ୍ୟକ୍ରମ ଯେଉଁଠି ଶିକ୍ଷI ପ୍ରଣାଳୀ ଏବଂ ଶିକ୍ଷା ର ବିକାଶ ବୁଝିବା ପାଇଁ ସୁବର୍ଣ୍ଣ ସୁଯୋଗ ଦିଆଯାଉଅଛି!!!!!

Gandhi Fellowship ଠାରେ ଦୁଇବର୍ଷ ର ଆବାସିକ କାର୍ଯ୍ୟକ୍ରମ  ଯେଉଁଠି ଶିକ୍ଷI  ପ୍ରଣାଳୀ ଏବଂ ଶିକ୍ଷା ର ବିକାଶ ବୁଝିବା ପାଇଁ ସୁବର୍ଣ୍ଣ ସୁଯୋଗ ଦିଆଯାଉଅଛି l
    (କ) କାର୍ଯ୍ଯ କ୍ରମ ଅବଧି ---- ଦୁଇବର୍ଷ
     (ଖ) ବ୍ୟୟସ  ସୀମା - - - 21 ରୁ 26 ବର୍ଷ
    (ଗ) ସର୍ବନିମ୍ନ ଯୋଗ୍ୟତା - - - ସ୍ନାତକ ଉତ୍ତୀର୍ଣ୍ଣ
        ଆବେଦନ ଆରମ୍ଭ ତାରିଖ- 2 ଅକ୍ଟୋବର 2023-24 ବର୍ଷ l

ଏହି କାର୍ଯ୍ୟକ୍ରମରେ ମଠl ଦରମାରେ ଦିଆଯାଉଅଛି - 24.500 INR କିନ୍ତୁ ପ୍ରତିମାସରେ 7.000 ସୁଧମୁକ୍ତ ରିଜର୍ଭ ରାଶି ଭାବରେ ରଖାଯାଇଥିବାବେଳେ ବାକି ଅଧା (17.500 ଟଙ୍କା) ମାସିକ ପ୍ରଦାନ କରାଯାଏ |  23 ମାସ ସମାପ୍ତ ହେବା ପରେ, ସଂଗୃହିତ ରିଜର୍ଭ ରାଶି ପ୍ରଦାନ କରାଯାଏ |  ଅତିରିକ୍ତ ସୁଯୋଗ ଦିଆଯିବ ରହିବା ପାଇଁ ଘର ଏବ୍ଂ ଯାତାୟତ ସୁବିଧା ଦିଆଯାଏ ଏବ୍ଂ ମୋବାଇଲ ରିଚାର୍ଜ ପ୍ରତିମାସରେ ଟଙ୍କା ଆକାରରେ 600 ଦିଆଯିବ l

ଗାନ୍ଧୀ ଫେଲୋସିପ୍ ର ପାଠ୍ୟକ୍ରମ :-|

ଗାନ୍ଧୀ ଫେଲୋସିପ୍ ର ପାଠ୍ୟକ୍ରମ 14 ଟି ପ୍ରକ୍ରିୟା ମାଧ୍ୟମରେ ସାଥୀମାନଙ୍କର ଦକ୍ଷତା ଏବଂ ଦକ୍ଷତାକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଛି ଯାହା ହେଉଛି:-

(1) Field Support
 (2) Classroom immersion
(3) Leadership Curriculum
(4) Community Immersion
(5) Monthly Workshops and Seminars
(6)Boot Campus
(7)Kaun Banega The New Millionaire
(8)Debriefs
 (9)Wellness Management
(10)Private Dream Articulation
(11)Monthly Meetings
(12) Learning Journey 
(13) Vipassana

  ଏହି କାର୍ଯ୍ୟକ୍ରମରେ  ନାମ ପଞ୍ଜିକାର କରିବାପାଇଁ ଲିଙ୍କ୍ ରେ କ୍ଲିକ୍ କରନ୍ତୁ:-  www.gandhifellowship.org ଏହିପରି ସୂଚନା ପାଇବା ପାଇଁ ଆମ ଟେଲିଗ୍ରାମକୁ ଚ୍ୟାନେଲରେ ଜଡ଼ିତ ଥିବା ପାଇଁ ଲିଙ୍କ୍ :-https://t.me/upabodhan