Showing posts with the label School joining OpportunityShow All
ଆସିଲା ନୂଆ ଯୋଜନା ଭାରତ ସବୁ ପିଲା ଆପ୍ଲିକେସ ପୂରଣ କରିପାରିବେ l SRESHTA ଯୋଜନା ଛାତ୍ରମାନଙ୍କ, ପାଇଁ ଆବାସିକ ଶିକ୍ଷା ମେଧାବୀ  ଛାତ୍ରମାନଙ୍କୁ ଏକ ଭଲ ଭବିଷ୍ୟତ ପ୍ରଦାନ କରିବ।  SRESHTA ଯୋଜନା 9 ରୁ 12 ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଅଟେ |